ଉନ୍ନାଓ ଦୁଷ୍କର୍ମ ମାମଲା : ବିଧାୟକ ସେଙ୍ଗରଙ୍କୁ ଆଜୀବନ ଜେଲ୍‌

୨୫ ଲକ୍ଷ ଜରିମାନା; ପୀଡ଼ିତାଙ୍କ ମା‌’ଙ୍କୁ ୧୦ ଲକ୍ଷର ଅତିରିକ୍ତ ସହାୟତା, ଲୋକପ୍ରତିନିଧି ହୋଇ ସେଙ୍ଗର ଲୋକଙ୍କ ସହ ବିଶ୍ୱାସଘାତ କରିଛନ୍ତି ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବିଜେପି ବିଧାୟକ କୁଲଦୀପ ସିଂହ ସେଙ୍ଗରଙ୍କୁ ଦିଲ୍ଲୀର ତିସ୍‌ହଜାରି କୋର୍ଟ ଆଜି ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି ସହିତ ଜିଲ୍ଲା ଜଜ୍‌ ଧର୍ମେଶ ଶର୍ମା ସେଙ୍ଗରଙ୍କୁ ୨୫ ଲକ୍ଷ ଟଙ୍କା ଜୋରିମାନା ମଧ୍ୟ … Continue reading ଉନ୍ନାଓ ଦୁଷ୍କର୍ମ ମାମଲା : ବିଧାୟକ ସେଙ୍ଗରଙ୍କୁ ଆଜୀବନ ଜେଲ୍‌